ଶ୍ରାବଣ ଶେଷ ସୋମବାର ରେ ସୁକିନ୍ଦାର ବିଭିନ୍ନ ଶୈବ ପୀଠରେ ଭକ୍ତଙ୍କ ଭିଡ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସରିଲା ବୋଲବମ ଯାତ୍ରା ! ଶ୍ରାବଣ ଶେଷ ସୋମବାର ରେ କାଉଡିଆ ଙ୍କ ଜଳାଭିଷେକ ! ସୁକିନ୍ଦାର ବିଭିନ୍ନ ଶୈବ ପୀଠରେ ଭକ୍ତଙ୍କ ଭିଡ ଲାଗିରହିଛି ! ଦୀର୍ଘ ବର୍ଷ ପରେ ଚଳିତ ବର୍ଷ ଯୋଡ଼ା ଶ୍ରାବଣ ମାସ ପଡୁଥିବାରୁ ଆଜି କାଉଡ଼ିଆ ମାନଙ୍କ ପାଇଁ ଜଳାଭିଷେକର ଶେଷ ସୋମବାର ଅଟେ ! ସୁକିନ୍ଦାର ବିଭିନ୍ନ ଶୈବ ପୀଠରେ ଭକ୍ତଙ୍କ ଭିଡ ଲାଗି ରହିଥିବା ଦେଖିବାକୁ ମିଳିଛି । ପୂର୍ବ ଦିନ ଠାରୁ କାଉଡ଼ିଆ ମାନେ ମାନସିକ ନେଇ ପାଖ ନଦୀ, ନାଳ , ଝରଣାରୁ ଜଳ ଉଠାଇ ଆସି ସୁକିନ୍ଦାର ବିଭିନ୍ନ ଶୈବ ପୀଠରେ ଜଳାଭିଷେକ କରିଥିଲେ !

Leave a Reply

Your email address will not be published. Required fields are marked *