ନୟାଗଡ ରେ ସମ୍ବିତ ପାତ୍ର ଙ୍କୁ କଳା ପତାକା ପ୍ରଦର୍ଶନ ଓ ଅଣ୍ଡାମାଡ଼ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ଼ ବିଜେପି ରେ ରାଣୀ ଓ ଇରାନୀ କଳି ଆଜି ଦାଣ୍ଡରେ ପଡ଼ି ହାଟରେ ଗଡିଛି । ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ରଙ୍କୁ ବିଜେପି କର୍ମୀ କଳା ପତାକା ପ୍ରଦର୍ଶନ କରିବା ସହ ଅଣ୍ଡାମାଡ଼ କରିଛନ୍ତି । ଆଜି ପୂର୍ବତନ କନ୍ଧମାଳ ସାଂସଦ ସ୍ବର୍ଗତ ହେମେନ୍ଦ୍ର ଚନ୍ଦ୍ର ସିଂ ଙ୍କ ୯ମ ଶ୍ରାଦ୍ଧ ପାଇଁ ରାଜବାଟୀରେ ଆୟୋଜନ ହୋଇଥିବା କାର୍ଯ୍ୟକ୍ରମରେ ଯୋଗ ଦେବାକୁ ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ନୟାଗଡ଼ ଆସିଥିବା ବେଳେ ଏଭଳି ଘଟଣା ଘଟିଛି ।

Leave a Reply

Your email address will not be published. Required fields are marked *