ମା ଭଟାରିକାଙ୍କ ପୀଠରେ ତୃତୀୟ ଦିବସର ପୂଜା !!!

Spread the love

ବଡମ୍ବା ( ଆୱାଜ ମିଡ଼ିଆ ) – ପ୍ରତାପ ନାୟକ : ପବିତ୍ର ଶାରଦୀୟ ଋତୁରେ ବିଭିନ୍ନ ଶକ୍ତିପୀଠରେ ଆରମ୍ଭ ହୋଇଛି ସ୍ୱତନ୍ତ୍ର ପୂଜାର୍ଚ୍ଚନା ! କଟକ ଜିଲ୍ଲା ବଡମ୍ବା ର ପ୍ରସିଦ୍ଧ ଶକ୍ତିପୀଠ ଭଟ୍ଟାରିକା କ୍ଷେତ୍ରରେ ସ୍ୱତନ୍ତ୍ର ନୀତିକାନ୍ତି ପୂଜାର୍ଚ୍ଚନା ଚାଲିଛି ! ମା ଙ୍କର ପ୍ରସିଦ୍ଧ ଷୋଳପୂଜାର ତୃତୀୟ ଦିନରେ ମା ଭୁବନେଶ୍ୱରୀ ବେଶରେ ପୂଜା ପାଇଥିଲେ ! ସକାଳ ଧୂପ , ସୂର୍ଯ୍ୟ ପୂଜା , ମଧ୍ୟାହ୍ନରେ ଖେଚୁଡ଼ି, ଏଣ୍ଡୁରି ପିଠା ଏବଂ ମାଛ ଭୋଗ କରାଯାଇଥିଲା ! ସାନ୍ଧ୍ୟ ପୂଜା କରାଯିବା ପରେ ଶାନ୍ତି ପଣା ଲାଗି କରି ମା ଙ୍କ ପହୁଡ଼ ପଡିଥିଲା !

Leave a Reply

Your email address will not be published. Required fields are marked *