ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ର ଅଗ୍ରଣୀ ସାମାଜିକ ସଙ୍ଗଠନ ଚକାପଦା ଯୁବକ ସଂଘ ତରଫରୁ ଚକାପଦା ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି ! ରକ୍ତ ଅଭାବରୁ କେହି ମୃତ୍ୟୁ ବରଣ କରନ୍ତୁ ନାହିଁ , ରକ୍ତ ଦାନ ମହତ କାର୍ଯ୍ୟ । ଏହି ମହତ ଉଦ୍ଦେଶ୍ୟ ନେଇ ବାଙ୍କୀର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଚକାପଦା ଯୁବକ ସଙ୍ଘ ଏବଂ ସମ୍ବାଦ ସାହିତ୍ୟ ଘର, ଡମପଡା ଶାଖାର ମିଳିତ ଉଦ୍ୟମରେ ରକ୍ତଦାନ ଶିବିର ଆୟୋଜିତ ହୋଇଛି !
ଚକାପଦା ପ୍ରାଥମିକ ବିଦ୍ୟାଳୟ ପରିସରରେ ସ୍ବେଛାକୃତ ରକ୍ତଦାନ ଶିବିର !!!

