ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦାଗଡ଼ରେ ବିଜୟା ଦଶମୀ ଅବସରରେ 23 ତମ ରାବଣ ପୋଡ଼ି କାର୍ଯ୍ୟକ୍ରମ ମହା ଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଏହି ବିଶେଷ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସୁକିନ୍ଦା ଗଡ ରାଜା ସାହେବ ଭୂଦେବ ଭୂପତି ହରିଚନ୍ଦନ ମହାପାତ୍ର, ମନ୍ତ୍ରୀ ପ୍ରିତିରଞ୍ଜନ ଘଡାଇ ଯୋଗ ଦେଇଥିଲେ ! ରାବଣ ପୋଡି ଦେଖିବା ପାଇଁ ପାଞ୍ଚ ହଜାର ରୁ ଅଧିକ ଜନ ସମାଗମ ହୋଇଥିବା ବେଳେ ରାଜା ସାହେବ ଭୂଦେବ ଭୂପତି ହରିଚନ୍ଦନ ମହାପାତ୍ରଙ୍କ କରକମଳରେ ଅଗ୍ନି ସଂଯୋଗ ହୋଇ ରାବଣ ପୋଡ଼ି ସମାପନ ହୋଇଥିବା ଦେଖିବାକୁ ମିଳିଛି ।
ସୁକିନ୍ଦାଗଡ଼ରେ 23 ତମ ରାବଣ ପୋଡ଼ି ଆୟୋଜିତ !!!

