କନ୍ତପହଁରା ଜଙ୍ଗଲରେ ହାତୀ ର ମୃତଦେହ ଠାବ !!!

Spread the love

ଆଠଗଡ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଜଙ୍ଗଲରେ ମରି ପଡିଛି ହାତୀ ! ବାଙ୍କୀ ଉପଖଣ୍ଡ କନ୍ତପହଁରା ଜଙ୍ଗଲରେ ହାତୀ ର ମୃତଦେହ ଠାବ ! ହାତୀ ମୃତ୍ୟୁ ର କାରଣ ଅସ୍ପଷ୍ଟ। ଘଟଣା ସ୍ଥଳରେ ଆଠଗଡ ବନଖଣ୍ଡ ଅଧିକାରୀ ଏବଂ ସରଣ୍ଡା ଫାଣ୍ଡି ଅଧିକାରୀ ପହଂଚି ଆରମ୍ଭ କରିଛନ୍ତି ତଦନ୍ତ !

Leave a Reply

Your email address will not be published. Required fields are marked *