ପ୍ରାଥମିକ କୃଷି ସମବାୟ ସମିତି ମାଧ୍ୟମରେ ଧାନ କିଣା ଓ ପ୍ଲଟ ସର୍ଭେ ପାଇଁ ତାଲିମ କାର୍ଯ୍ୟକ୍ରମ !!!

Spread the love

ବିଂଝାରପୁର ( ଆୱାଜ ମିଡ଼ିଆ ) – ସତ୍ୟବ୍ରତ ମଲ୍ଲିକ : ବିଂଝାରପୁର ବ୍ଲକ ସଭାଗୃହରେ ବିଂଝାରପୁର ଓ ଦଶରଥପୁର ବ୍ଲକ ରେ ଚଳିତ ବର୍ଷର ପ୍ରାଥମିକ କୃଷି ସମବାୟ ସମିତି ମାଧ୍ୟମରେ ଧାନ କିଣା ଓ ପ୍ଲଟ ସର୍ଭେ ପାଇଁ ଏକ ତାଲିମ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ! ଏହି ତାଲିମ କାର୍ଯ୍ୟକ୍ରମରେ ଯାଜପୁର ଜିଲ୍ଲାର ବରିଷ୍ଠ ଉପପ୍ରବନ୍ଧକ ଓ ଯାଜପୁର ଜିଲ୍ଲା ସମନ୍ବିତ ବଜ଼ାର କମିଟିର କର୍ମକର୍ତା ତଥା ବିଂଝାରପୁର ଓ ଦଶରଥପୁର ବ୍ଲକ ର ସମସ୍ତ ପ୍ରାଥମିକ କୃଷି ସମବାୟ ସମିତି ର କର୍ମଚାରୀ ଓ ବିଭିନ୍ନ ସ୍ୱୟଂ ସହାୟକ ସଂଘର କର୍ମକର୍ତା ଉପସ୍ଥିତ ଥିଲେ ! ଚଳିତ ବର୍ଷ ଧାନ କିଣାକୁ ଅବାଧ, ଚାପମୁକ୍ତ ଓ ସହଜ କରିବା ପାଇଁ ଗୁରୁତ୍ୱ ଦେଇଥିଲେ !

Leave a Reply

Your email address will not be published. Required fields are marked *