କାଳୀ ପୂଜା ମିନା ବଜାରରେ ଯୁବତୀଙ୍କ ମଧ୍ୟରେ ଗଣ୍ଡଗୋଳ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : କାଳୀ ପୂଜା ମିନା ବଜାରରେ ଯୁବତୀଙ୍କ ମଧ୍ୟରେ ଗଣ୍ଡଗୋଳ, ସୋସିଆଲ ମିଡିଆରେ ଭିଡିଓ ହେଲା ଭାଇରା଼ଲ୍ l କୌଣସି ଘଟଣାକୁ ନେଇ କୋପଣ୍ଡ ସ୍ଥିତ କାଳୀ ପୂଜା ମିନା ବଜାରରେ ଯୁବତୀ ଯୁବତୀଙ୍କ ମଧ୍ୟରେ ଗଣ୍ଡଗୋଳ ଭିଡିଓ ଭାଇରା଼ଲ୍ ହେବାକୁ ଲାଗିଛି l ଆଜି ହେଉଛି କାଳୀପୂଜାର ଶେଷ ଦିନ l ଏହି ଦିନରେ ମିନା ବଜାରର ମଜା ନେବା ପାଇଁ କୋପଣ୍ଡ କାଳୀ ମେଲଣ ପଡିଆରେ ହଜାର ହଜାର ଦର୍ଶକଙ୍କ ଭିଡ ଜମିଥିଲା l ସେପଟେ ଏହି ଭିଡ ମଧ୍ୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି l ତେବେ ପଡିଆ ମଧ୍ୟରେ କୌଣସି ଘଟଣାକୁ ନେଇ କିଛି ଯୁବକ ଛୁଟି ଘୋଷରା ଘୋଷାରି ହେଇ ଗଡା ପଡା ହୋଇ ଗଣ୍ଡଗୋଳ ଲାଗିଥିଲେ l ତେବେ ଏହି ଯୁବତୀ ମାନେ କାହିଁକି ଗଣ୍ଡଗୋଳ ଲାଗୁଥିଲେ ସ୍ପଷ୍ଟ ହେଇନାହିଁ l ସେପପଟେ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରା଼ଲ୍ ହେବାକୁ ଲାଗିଛି l

 

Leave a Reply

Your email address will not be published. Required fields are marked *