କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : କିଡନୀ ଦେବା ନାମରେ ଟଙ୍କା ଠକେଇ ମାମଲା , ଅଭିଯୁକ୍ତ ଏବଂ ତାର ପତ୍ନୀ ଅଟକ ! କିଡନୀ ଦେବା ନାମରେ ଟଙ୍କା ଠକେଇ ଅଭିଯୋଗ ରେ ଅଟକ ଓ ପରେ ଅଭିଯୁକ୍ତ ମାର୍କଣ୍ଡ ନାଥ କୁ ମଙ୍ଗଳା ବାଗ ଥାନା ପୋଲିସ ଥାନା କୁ ନେବା ପରେ ଆସି ପହଞ୍ଚିଥିଲେ ତାଙ୍କର ପତ୍ନୀ ଶାନ୍ତିଲତା ନାଥ । 12 ଲକ୍ଷ ଟଙ୍କା ଲୁଟିଥିବା କଥା ମାନିବା ସହ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନରେ ଚିହିଙ୍କି ଉଠିଥିଲେ ଶାନ୍ତିଲତା । ଏହାପରେ ଶାନ୍ତିଲତା ଙ୍କୁ ମଧ୍ୟ ପୋଲିସ୍ ଥାନାକୁ ନେଇଛି ।
କିଡନୀ ଦେବା ନାମରେ ଟଙ୍କା ଠକେଇ ମାମଲା : ଅଭିଯୁକ୍ତ ଏବଂ ତାର ପତ୍ନୀ ଅଟକ !!!

