ବାଙ୍କୀ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ପବିତ୍ର ମାର୍ଗଶୀର ମାସ ମାଣବସା ଗୁରୁବାରରେ ହେଲା ଶ୍ରୀଜଗନ୍ନାଥଙ୍କ ଦର୍ଶନ ! ଏପରି ଖବର ପାଇ ଚକାଆଖି ଦେଖିବା ପାଇଁ ପହଂଚିଥିଲେ ଲୋକେ ! ପୋଡା ପାତ୍ର ରେ ଦେଖା ଯାଉଥିଲା ଚକାଆଖି ! ବୈଦେଶ୍ଵର ଶବର ସାହିରେ ଘଟିଛି ଏପରି ଘଟଣା ! ତେବେ ଦେଖା ଯାଉଥିବା ଦୃଶ୍ୟ ଭ୍ରମ ନା ଅଲୌକିକ ତାହାକୁ ନେଇ ଆଲୋଚନା ଜୋର ଧରିଥିବା ସମୟରେ ଲୋକଙ୍କ ଗହଳି ଜମିବାରେ ଲାଗିଛି !
ପୋଡା ପାତ୍ରରେ ଚକାଆଖି : ଲୋକଙ୍କ ଗହଳ ଚହଳ !!!

