କଣିହାଁ ଅଞ୍ଚଳରେ ଯୁବକ ନିଖୋଜ : ଥାନାରେ ଏତଲା !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଅନୁଗୁଳ ଜିଲ୍ଲା କଣିହାଁ ଅଞ୍ଚଳରେ ନିଖୋଜ ହୋଇଛନ୍ତି ଯୁବକ ! ସୂଚନା ଅନୁଯାୟୀ ଫୁଲବାଣୀ ଜିଲ୍ଲା ଫିରିଙ୍ଗିଆ ଥାନା ବନ୍ଧଗଡ଼ ଗ୍ରାମର ଲକ୍ଷ୍ମଣ କହଁର ନିରୁଦ୍ଧିଷ୍ଟ ଘଟଣାକୁ ନେଇ କଣିହାଁ ଥାନାରେ ଏତଲା ହୋଇଛି !

Leave a Reply

Your email address will not be published. Required fields are marked *