ବରଗଡ ( ଆୱାଜ ମିଡ଼ିଆ ) – କୃପାସିନ୍ଧୁ ମହାନ୍ତି : ନଳକୂପ ଖନନ ଗାଡି ଚଢି ଚାରି ମୃତ ଓ ଜଣେ ଗୁରୁତର ! ବରଗଡ ଜିଲ୍ଲା ବିର୍ଜାମ ଗ୍ରାମ ରେ ଗତ କାଲି ରାତ୍ରି ରେ ଶୋଇ ପଡ଼ିଥିବା ସମୟ ରେ ସେହି ଗାଡ଼ିରେ କାର୍ଯ୍ୟରତ ଚାରି ଜଣ ଶ୍ରମିକ ଙ୍କ ପ୍ରାଣ ଚାଲି ଯାଇଛି ଏବଂ ଆଉ ଜଣେ ବରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଗୁରତର ଅବସ୍ଥାରେ ଭର୍ତି ହୋଇଛନ୍ତି ! ଏହି ଦୁର୍ଘଟଣା ବିଷୟରେ ଖବର ପାଇ ମେଲଚ୍ଛାମୁଣ୍ଡା ଥାନା ପକ୍ଷରୁ ଆରମ୍ଭ ହୋଇଛି ତଦନ୍ତ !
ନଳକୂପ ଖନନ ଗାଡି ଚଢି ଚାରି ମୃତ ଓ ଜଣେ ଗୁରୁତର !!!

