ଉଦଯାପିତ ହେଲା ବରଗଡ଼ ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା !!!

Spread the love

ବରଗଡ଼ ( ଆୱାଜ ମିଡ଼ିଆ ) – କୃପାସିନ୍ଧୁ ମହାନ୍ତି – ଧର୍ମ ର ଜୟ ହେଲା , ବରଗଡ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ଉଦଯାପିତ ହୋଇଛି ! ଧନୁଯାତ୍ରା ର ବିଶେଷତ୍ୱ ହେଲା ଅନ୍ୟାୟ ଏବଂ ଅଧର୍ମ ର ବିନାଶ କରନ୍ତି ପ୍ରଭୂ ସ୍ୱୟଂ ଶ୍ରୀକୃଷ୍ଣ ! ଶ୍ରୀକୃଷ୍ଣ ଓ ବଡ ଭାଇ ବଳରାମ ପ୍ରଥମେ କୁବୁଜା ଉଦ୍ଧାର କଲେ ଏବଂ ମାମୁଁ କଂସାସୁର ର ଧନୁଯାତ୍ରା କୁ ଯାଇ ଶିବ ଧନୁ ଭଗ୍ନ କରି କଂସ ର ସମସ୍ତ ଅସୁର ଚାନୁର , ମୁଷ୍ଟିକ ଓ ସେନାପତି ହଂସଧ୍ୱଜ ଙ୍କୁ ବଧ କରି ପରିଶେଷ ରେ କଂସାସୁରକୁ ବଧ କଲେ ! ଉଗ୍ରସେନଙ୍କୁ ରାଜସିଂହାସନରେ ଅଭିଷେକ କରାଇଲେ !

Leave a Reply

Your email address will not be published. Required fields are marked *