ଲୋକଙ୍କ ସାଧାରଣ ଜୀବନ ସହିତ ସାମିଲ ହେଉଛନ୍ତି ପ୍ରଦୀପ ପୁରୋହିତ !!!

Spread the love

ପଦ୍ମପୁର ( ଆୱାଜ ମିଡ଼ିଆ ) – ନିରୋଜ କୁମାର ପାଣି : ଲୋକଙ୍କ ନେତା ପ୍ରଦୀପ ପୁରୋହିତ ! ଲୋକଙ୍କ ସାଧାରଣ ଜୀବନ ସହିତ ସାମିଲ ହେଉଛନ୍ତି ପ୍ରଦୀପ ପୁରୋହିତ ! ପଦ୍ମପୁର ନିର୍ବାଚନ ମଣ୍ଡଳୀ ଇଛାପାଲି ଗ୍ରାମର ଅଲେଖ ବଗର୍ତ୍ତି ଙ୍କ ନାତୁଣୀ ବାହାଘରରେ ଲଡୁ ତିଆରି କାର୍ଯ୍ୟକ୍ରମରେ ଯୋଗଦେଇ ଶୁଭ ମନାସିଲେ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ । ବ୍ୟକ୍ତିଗତ ସମସ୍ୟା ଠାରୁ ଆରମ୍ଭ କରି ସାମୁହିକ କାର୍ଯ୍ୟ ପର୍ଯ୍ୟନ୍ତ ସମସ୍ତ କଥାକୁ ବେଶ ଗୁରୁତ୍ୱ ଦେଇଥାନ୍ତି ପ୍ରଦୀପ ପୁରୋହିତ !

Leave a Reply

Your email address will not be published. Required fields are marked *