ବରଗଡ ( ଆୱାଜ ମିଡ଼ିଆ ) – କୃପାସିନ୍ଧୁ ମହାନ୍ତି : ବରଗଡ ଜିଲ୍ଲା ଭଟଲି ବ୍ଲକ ଚଢେଇ ଗାଁ ନୂଆପାଲି ଗ୍ରାମପଞ୍ଚାୟତ ପିପଲ ମୁଣ୍ଡା ଠାରେ ନବନିର୍ମିତ କଲ୍ୟାଣ ମଣ୍ଡପ ର ଉଦଘାଟିତ ହୋଇଯାଇଛି ! ଏହି ସମାରୋହ ରେ ମୁଖ୍ୟ ଅତିଥି ରୂପେ ବିଜେଡି ଯୁବ ନେତା ତଥା ସମାଜ ସେବି ସୁବ୍ରତ ସିଂ ଏବଂ ସମ୍ମାନିତ ଅତିଥି ରୂପେ ଭଟଲି ବ୍ଲକ ଅଧ୍ୟକ୍ଷ ନିତ୍ୟାନନ୍ଦ ପ୍ରଧାନ , ଭଟଲି ବ୍ଲକ କନିଷ୍ଠ ଯନ୍ତ୍ରୀ ବସନ୍ତ ବେହେରା, ସରପଞ୍ଚ ସତ୍ୟବତୀ ସାହୁ , ସମାଜସେବୀ ଗୋବିନ୍ଦ ସାହୁ , ହେମନ୍ତ ପଣ୍ଡା , ରମଣୀ ରଞ୍ଜନ ଖମାରି ଯୋଗଦେଇ କଲ୍ୟାଣ ମଣ୍ଡପ ର ଶୁଭ ଉଦଘାଟନ କରିଥିଲେ ! ଏହି କାର୍ଯ୍ୟକ୍ରମ ରେ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ !
ପିପଲ ମୁଣ୍ଡା ଠାରେ କଲ୍ୟାଣ ମଣ୍ଡପ ଉଦଘାଟିତ !!!

