ସାମଲପୁର ରେ ଅଗ୍ନିକାଣ୍ଡ : ଘରପୋଡି ସମ୍ପତି ନଷ୍ଟ !!!

Spread the love

ବିଂଝାରପୁର ( ଆୱାଜ ମିଡ଼ିଆ ) – ସତ୍ୟବ୍ରତ ମଲ୍ଲିକ : ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକର କଲ୍ୟାଣପୁର ପଂଚାୟତର ସାମଲପୁର ଗ୍ରାମର ଦିବାକର ମଲ୍ଲିକଙ୍କ ଏକ କଚା ଘର ନିଆଁ ଲାଗି ସମ୍ପୂର୍ଣ ନଷ୍ଟ ହୋଇଯାଇଛି ! ଅଗ୍ନିକାଣ୍ଡରେ ଘର ର ସମସ୍ତ ସାମଗ୍ରୀ ସହିତ ଖାଦ୍ୟ ଶସ୍ୟ ପୋଡି ପାଉଁଶ ହୋଇଯାଇଛି ! ଦିନ 11 ଟା ସମୟରେ ନିଆଁ ଲାଗିବା ଘଟଣା ଜଣା ପଡିବା ପରେ ଗ୍ରାମବାସି ମାନେ ଅଗ୍ନିଶମ ବାହିନୀକୁ ଖବର ଦେଇ ନିଆକୁ ଆୟତ କରିବାକୁ ଚେଷ୍ଟା କରିଥିଲେ ! ଶେଷରେ ଅଗ୍ନିଶମ ବାହିନୀର ସହାୟତାରେ ନିଆଁ କୁ ଆୟତ୍ତ କରିଲା ବେଳକୁ ସବୁ କିଛି ପୋଡ଼ି ଜଳି ନଷ୍ଟ ହୋଇଯାଇଛି !

Leave a Reply

Your email address will not be published. Required fields are marked *