ଚର୍ଦାପାଲି ଲୋକ ମହୋତ୍ସବରେ ନାଚିଲେ ପୂର୍ବତନ ବିଧାୟକ !!!

Spread the love

ବରଗଡ଼ ( ଆୱାଜ ମିଡ଼ିଆ ) – କୃପାସିନ୍ଧୁ ମହାନ୍ତି : ଛତିଶଗଡ ସିମାନ୍ତ ବରଗଡ ଜିଲ୍ଲା ଚର୍ଦାପାଲି ମହିମା ମଣ୍ଡପ ଠାରେ ଲୋକ ମହୋତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ପଦ୍ମପୁର ର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଲୋକ ମହୋତ୍ସବ କାର୍ଯ୍ୟକ୍ରମରେ ଏକ ସମ୍ବଲପୁରୀ ଗୀତ ତାଳରେ କୁନି କୁନି ଝିଅ ମାନଙ୍କ ସହ ନାଚି ଥିଲେ ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ।

Leave a Reply

Your email address will not be published. Required fields are marked *