ବୁଢୀମାଲ ଗ୍ରାମ ରେ ପବିତ୍ର ଦୋଳପୁର୍ଣିମା ଅବସରରେ ଶ୍ରୀ ରାଧାକୃଷ୍ଣ ଙ୍କ ମନ୍ଦିର ପ୍ରତିଷ୍ଠା !!!

Spread the love

ବରଗଡ଼ ( ଆୱାଜ ମିଡ଼ିଆ ) – କୃପାସିନ୍ଧୁ ମହାନ୍ତି : ବରଗଡ ଜିଲ୍ଲା ରାଜବୋରାସମ୍ବର ବ୍ଲକ ଅନ୍ତର୍ଗତ ବୁଢୀମାଲ ଗ୍ରାମ ରେ ପବିତ୍ର ଦୋଳପୁର୍ଣିମା ଅବସରରେ ଶ୍ରୀ ରାଧାକୃଷ୍ଣ ଙ୍କ ମନ୍ଦିର ପ୍ରତିଷ୍ଠା ହୋଇଯାଇଛି ! ଏହି କାର୍ଯ୍ୟକ୍ରମ ରେ ସକାଳ ସମୟରେ ଗୋପାଳ ସହସ୍ର ନାମ ଯଜ୍ଞ ଆରମ୍ଭ ହୋଇଛି ! ଏଥିରେ ପୂଜକ ବ୍ରହ୍ମା ଗିରିଶ ଚନ୍ଦ୍ର ହୋତା ଓ ପୂଜକ ଆଚାର୍ଯ୍ୟ ବୀରକିଶୋର ଶତପଥି କାର୍ଯ୍ୟ ତୁଲାଇଥିଲେ ! ମୁଖ୍ୟ ପୂଜକ ପଣ୍ଡିତ ଗୋପବନ୍ଧୁ ମିଶ୍ର ସହଯୋଗ କରିଥିଲେ ! କାର୍ଯ୍ୟକ୍ରମରେ କମିଟି ସଭାପତି ସୁପର ପଟେଲ ଓ କୋଷାଧ୍ୟକ୍ଷ ପ୍ରଫୁଲ୍ଲ ପଟେଲ ଦାୟିତ୍ୱ ତୁଲାଇଥିଲେ !

Leave a Reply

Your email address will not be published. Required fields are marked *