୨ ବର୍ଷ ଭିତରେ କଟକରେ ଇତିହାସ ରଚନା ହୋଇଛି – ସୁବାଷ ସିଂହ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : ସିଏମସି କାଉନସିଲକୁ ୨ ବର୍ଷ ପୂରଣ ହୋଇଛି। ଠିକ ଏପ୍ରିଲ 7 ତାରିଖ ୨୦୨୨ ମସିହାରେ ସିଏମସିରେ ନିର୍ବାଚିତ କାଉନସିଲ ଶପଥ ପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଗତ ଦୁଇବର୍ଷ ସିଏମସି ଯେଉଁଭଳି କାର୍ଯ୍ୟ ସମ୍ପାଦନ କରିଛି ତାହା କଟକ ସହରରେ ଇତିହାସ ରଚନା କରିଛି ବୋଲି ମେୟର ସୁବାସ ସିଂହ ଗଣମାଧ୍ୟମକୁ କହିଛନ୍ତି ।

Leave a Reply

Your email address will not be published. Required fields are marked *