ବିସ୍ଥାପିତ, ଜମିହରା ଓ କ୍ଷତିଗ୍ରସ୍ତ ବିଚାର ମଞ୍ଚ ପକ୍ଷରୁ ଆମ୍ବଗାଡ଼ିଆ ବୀରଭୂମି ଠାରେ ବିଶାଳ ଆଦିବାସୀ ସମାବେଶ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : କଳିଙ୍ଗନଗର ଶିଳ୍ପାଞ୍ଚଳରେ ବିଭିନ୍ନ ସମସ୍ୟାର ସମାଧାନ ଓ ବିଚାର ଦାବିରେ ବିସ୍ଥାପିତ, ଜମିହରା ଓ କ୍ଷତିଗ୍ରସ୍ତ ବିଚାର ମଞ୍ଚ ପକ୍ଷରୁ ଆମ୍ବଗାଡ଼ିଆ ବୀରଭୂମି ଠାରେ ଏକ ବିଶାଳ ଆଦିବାସୀ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବହୁ ଆଦିବାସୀ ନେତାଙ୍କ ସମେତ ବିଭିନ୍ନ ଆଦିବାସୀ ସଂଗଠନର କର୍ମକର୍ତ୍ତା ଓ ସ୍ଥାନୀୟ ଅଞ୍ଚଳର ବହୁ ଆଦିବାସୀ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା । ସଂଗଠନର ଦାବୀ ପୂରଣ ଦିଗରେ ତୁରନ୍ତ ପଦକ୍ଷେପ ନନେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ ବୋଲି ମିଳିଛି ସୂଚନା !

Leave a Reply

Your email address will not be published. Required fields are marked *