ଦଶପଲ୍ଲାରେ ସ୍ଥିତି ସ୍ପଷ୍ଟ : ସହଜ ବିଜୟ ଆଡକୁ ବିଜେଡି ପ୍ରାର୍ଥୀ ରମେଶ ଚନ୍ଦ୍ର ବେହେରା !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ମମତା ମହାପାତ୍ର : ସେଫ ଜୋନ ରେ ଅଛନ୍ତି ଦଶପଲ୍ଲା ବିଜେଡି ପ୍ରାର୍ଥୀ ରମେଶ ଚନ୍ଦ୍ର ବେହେରା ! ଦଳୀୟ ଟିକେଟ ମିଳିବା ପରେ ଜୋରଦାର ଆରମ୍ଭ ହୋଇଛି କ୍ୟାମ୍ପେନ ! ଯୁବ ଛାତ୍ର ମହିଳା ସଂଗଠନର ସଦସ୍ୟ ମାନଙ୍କୁ ନେଇ ଗାଁ ରୁ ଗାଁ କୁ କରୁଛନ୍ତି ମାରାଥନ ଗସ୍ତ ! ମୁଖ୍ୟମନ୍ତ୍ରୀ ଙ୍କ ଲୋକାଭିମୁଖୀ ଯୋଜନା , କର୍ମୀଙ୍କ ପରିଶ୍ରମ , ସର୍ବୋପରି ଲୋକଙ୍କ ଭଲ ପାଇବା ଦଶପଲ୍ଲା ବିଧାନସଭା ଆସନ ଏବଂ କନ୍ଧମାଳ ସଂସଦୀୟ କ୍ଷେତ୍ରରେ ନିଶ୍ଚିତ ବିଜୟ ଆଣିଦେବ ବୋଲି ଦୃଢତାର ସହ କହିଛନ୍ତି !

 

Leave a Reply

Your email address will not be published. Required fields are marked *