ପଦ୍ମପୁର ନିର୍ବାଚନ ମଣ୍ଡଳୀ ର ଆମ ଆଦମୀ ପାର୍ଟି ପ୍ରଚାର ଆରମ୍ଭ !!!

Spread the love

ବରଗଡ଼ ( ଆୱାଜ ମିଡ଼ିଆ ) – କୃପାସିନ୍ଧୁ ମହାନ୍ତି : ପଦ୍ମପୁର ନିର୍ବାଚନ ମଣ୍ଡଳୀ ର ଆମ ଆଦମୀ ପାର୍ଟି ପ୍ରଚାର ଆରମ୍ଭ ! ପ୍ରାର୍ଥୀ ବାଲ୍ମୀକି ନାଏକ ଙ୍କ ପିତା ତଥା ପଦ୍ମପୁର ନିର୍ବାଚନ ମଣ୍ଡଳୀର ଗୋଠୁଗୁଡା ପଞ୍ଚାୟତର ସରପଞ୍ଚ ପ୍ରିତମ ନାଏକ , ଝାରବନ୍ଧ ସମ୍ପାଦକ ଡୋଲାମଣି ନାଏକ, ଡ଼ଭା ପଂଚାୟତ ସଭାପତି ରୁପେନ୍ଦ୍ର ସାହୁଙ୍କ ନେତୃତ୍ୱରେ ଡ଼ଭା ପଞ୍ଚାୟତ ଅନ୍ତର୍ଗତ ବଣ୍ଡାମୁଣ୍ଡା, ହରାଟାଲ, ଡ଼ଭା, ଜାମପାଲି, ଭଣ୍ଡାରପୁରୀ ପଞ୍ଚାୟତ ଅନ୍ତର୍ଗତ ଠାକୁରଦିଆ, ଅନଗୁଳ ଆଦି ବିଭିନ୍ନ ଗ୍ରାମରେ ପ୍ରଚାର ଆରମ୍ଭ ହୋଇଛି !

Leave a Reply

Your email address will not be published. Required fields are marked *