ନୟାଗଡ କଂଗ୍ରେସ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ଼ ନିର୍ବାଚନ ମଣ୍ଡଳୀ ରୁ କଂଗ୍ରେସ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି ରଣଜିତ ଦାସ । ନୟାଗଡ଼ ସହରରେ ଏକ ହଜାର କର୍ମୀ ଙ୍କୁ ନେଇ ଆଜି ସେ ନାମାଙ୍କନ ଦାଖଲ କରିଛନ୍ତି । ବାଜା ବାଣ ମାଧ୍ୟମରେ ଏକ ପଟୁଆର କରି ଚାଲି ଚାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । କର୍ମୀଙ୍କ ସହିତ କଂଗ୍ରେସ ନେତା ହୁସେନ ଖାଁ ଓ କମଳ ଚରଣ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ । ନୟାଗଡ଼ ନିର୍ବାଚନ ମଣ୍ଡଳୀ ଦାୟିତ୍ୱ ରେ ଥିବା ରିଟର୍ଣ୍ଣି ଅଫିସର ତଥା ଉପ ଜିଲାପାଳଙ୍କ ନିକଟରେ ସେ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି, ବିଜେପି ବିଜେଡି କୁ ହରାଇ ସେ କଂଗ୍ରେସ ର ବିଜୟ ହେବେ ବୋଲି ପ୍ରକାଶ କରିଛନ୍ତି ରଣଜିତ ଦାସ !

Leave a Reply

Your email address will not be published. Required fields are marked *