ବୃକ୍ଷ ରୋପଣ କରି ପରିବେଶ ସୁରକ୍ଷାର ମହାନ୍ ବାର୍ତ୍ତା ବାଣ୍ଟିଲେ ସମାଜସେବୀ !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ୪୨ ମୌଜାର ସାମାଜିକ ସଙ୍ଗଠନ ପ୍ରତିଭା ବିକାଶ ପ୍ରତିଷ୍ଠାନର ସଭାପତି ସମାଜସେବୀ ଇଂ.ଅଶୋକ ବିଶ୍ବାଳଙ୍କ ତତ୍ୱାବଧାନରେ ମୁକ ବଧିର ସ୍କୁଲର ପ୍ରଧାନ ଶିକ୍ଷକ ଓ ବିଦ୍ୟାଳୟର କର୍ମଚାରୀ, ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପଟଣା ୪୨ ମୌଜାରର କାର୍ଯ୍ୟକାରୀ ସଭାପତି ଶିକ୍ଷକ ରତ୍ନ ଅଭୟ କୁମାର ଦାସ,ଉପସଭାପତି ପ୍ରଭାତ କୁମାର ଖଟୁଆ,ମହାସଚିବ ରୁଦ୍ର ନାରାୟଣ ଦାସ,ସାଧାରଣ ସମ୍ପାଦକ ନାରାୟଣ ଚନ୍ଦ୍ର ମହାନ୍ତିଙ୍କ ମିଳିତ ସହଯୋଗରେ ବନ୍ତୁଣୀୟା ନଙ୍ଗୁଳି ମଠରେ ବୃକ୍ଷ ରୋପଣ କରାଯାଇଛି ଏଥିସହ ପ୍ରତ୍ୟେକ ମନ୍ଦିର ଓ ସ୍କୁଲ ମାନଙ୍କରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ତ୍ଵରାନିତ୍ଵ କରିବାକୁ ନିଷ୍ପତି କରାଯାଇଛି ।

 

Leave a Reply

Your email address will not be published. Required fields are marked *