ପଦ୍ମପୁର ରେ ଆମ ଆଦମୀ ପାର୍ଟି ବିଧାୟକ ପ୍ରାର୍ଥୀ ବାଲ୍ମୀକି ନାଏକ ଙ୍କ ମାରାଥନ ପ୍ରଚାର !!!

Spread the love

ବରଗଡ଼ ( ଆୱାଜ ମିଡ଼ିଆ ) – କୃପାସିନ୍ଧୁ ମହାନ୍ତି : ବରଗଡ ଜିଲ୍ଲା ପଦ୍ମପୁର ନିର୍ବାଚନ ମଣ୍ଡଳୀ ରେ ଆମ ଆଦମୀ ପାର୍ଟି ତାର ପ୍ରଚାର ଚାଲୁ ରଖିଛି ! ନିର୍ବାଚନ ପ୍ରଚାରରେ କମ୍ପୁଛି ପୁରା ବରଗଡ଼ ! ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀ ଜାରି ରଖିଛନ୍ତି ପ୍ରଚାର ଅଭିଯାନ ! ଝାରବନ୍ଧ ବ୍ଲକ ର ଚଣ୍ଡୀଭଟା ଗ୍ରାମ ରେ ଆମ ଆଦମୀ ପାର୍ଟିର ବିଧାୟକ ପ୍ରାର୍ଥୀ ବାଲ୍ମୀକି ନାଏକଙ୍କ ମାରାଥନ ପ୍ରଚାର ଦେଖିବାକୁ ମିଳିଛି !

 

Leave a Reply

Your email address will not be published. Required fields are marked *