ଉଫ ସେଵାଶ୍ରମରେ ପିତୃ ଦିବସ ପାଳିତ !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୟାଳିଶ ମୈIଜାସ୍ଥିତ ଉଫ ସେବାଶ୍ରମ ଠାରେ ରହୁଥିବା ଅବହେଳିତ ପିତା ମାନଙ୍କ ପୂଜାର୍ଚ୍ଚନା କରି ପିତୃ ଦିବସ ପାଳିତ ହୋଇଯାଇଛି । ଅନୁଷ୍ଠାନର ପ୍ରତିଷ୍ଠାତା ଆନନ୍ଦ ମହାରଣାଙ୍କ ପୈIରହିତ୍ୟରେ ଆଶ୍ରମରେ ଥିବା ଅନ୍ତେବାସୀ ମାନଙ୍କୁ ଫୁଲ ଚନ୍ଦନ ଦେଇ ବନ୍ଦାପନା କରାଯିବା ସହ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସଂଗ୍ରାହକ ନାରାୟଣ ଚନ୍ଦ୍ର ମହାନ୍ତି , ସରୋଜ ନଳୀନି ପରିଜା, ପ୍ରଦୀପ୍ତ କୁମାର ଦାସ, ପ୍ରଣବ କୁମାର ଦାସ,ବସନ୍ତ ପଣ୍ଡା, ଚିନ୍ମୟୀ ପଟ୍ଟନାୟକ, ଅନୀତା ଦାସ, ଜୟନ୍ତୀ ମହାରଣା, ମାନସ ମହାରଣା ପ୍ରମୁଖ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *