ଦୁଇ ମହାନ୍ ସାରସ୍ଵତ ସାଧକଙ୍କୁ ଶ୍ରଦ୍ଧାଂଜଳି !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ଜଗତସିଂହପୁର ଜିଲ୍ଲା ଖେରସ ଗ୍ରାମର ସ୍ଵାଧୀନତା ସଂଗ୍ରାମୀ, ପୁର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ପୁଣ୍ୟ ତିଥି ଓ ପୂର୍ବତନ ରାଷ୍ଟ୍ରପତି ଭିଭି ଗିରିଙ୍କୁ କଟକ ୪୨ ମୌଜାର ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ତରଫରୁ ସଭାପତି ସରୋଜ ନଳିନୀ ପରିଜାଙ୍କ ପୌରୋହିତ୍ୟରେ ଶ୍ରଦ୍ଧାଞ୍ଜଳି ସଭା ହୋଇଯାଇଛି । ଶିକ୍ଷାବିତ୍ ମିହିର କୁମାର ନାୟକ, ସାଧାରଣ ସମ୍ପାଦକ ନାରାୟଣ ଚନ୍ଦ୍ର ଏବଂ ରାଧା ମୋହନ ଷ୍ଟଡି ସର୍କଲ ବିଦ୍ୟାର୍ଥି ଶୁଭଶ୍ରୀ ସ୍ୱାଇଁ, ଶୁଭରାଜ୍ ମହାନ୍ତି, ବଦ୍ରି ନାରାୟଣ ମହାନ୍ତି, ଲକ୍ଷ୍ମୀପ୍ରିୟା ମହାନ୍ତି, ଅଭିଷେକ ମହାନ୍ତି, ପ୍ରସନ୍ନ ସ୍ୱାଇଁ, ସୌରଭ ବେହେରା, ଆଦ୍ୟାଶା ବେହେରା, ସ୍ନେହ ଜେନା, ରାକେଶ ଦାସ, ଶ୍ରୁତି ପ୍ରଜ୍ଞା ଦାସ, ଶୁଭଲକ୍ଷ୍ମି ମହାନ୍ତି, ବିଜୟ ଲକ୍ଷ୍ମୀ ପଣ୍ଡା , ତେଜସ୍ଵୀନୀ ଦାସ, ସୃଷ୍ଟି ଦାସ ମହାପାତ୍ର ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *