ବରଗଡ଼ ( ଆୱାଜ ମିଡ଼ିଆ ) – କୃପାସିନ୍ଧୁ ମହାନ୍ତି : ପଦ୍ମପୁର ସହରରେ ଯୁବ ଗୋଷ୍ଠୀଙ୍କୁ ଆକୃଷ୍ଟ କରୁଛି ଗୁଲାପ ଜେଣ୍ଟସ ପାର୍ଲର ! ବରଗଡ ଜିଲ୍ଲା ପଦ୍ମପୁର ସହର ରେ ଥିବା ଗୁଲାପ ଜେଣ୍ଟସ ପାର୍ଲର ଉନ୍ନତ ମାନର ସେବା ଯୋଗାଇ ଏବେ ସମସ୍ତଙ୍କର ପସନ୍ଦ ପାଲଟିଛି ! ଏହି ପାର୍ଲର ଟି ପଦ୍ମପୁର ରୁ ନୂଆପଡା ରାସ୍ତା ର ବାମ ପାର୍ଶ୍ପ ରେ ଅବସ୍ଥିତ, ଏହି ପାର୍ଲର ରେ ଶେଭିଂ ହେୟାର କଟିଙ୍ଗ ଫେସ ୱାସ ଫେସିଆଲ ଇତ୍ୟାଦି ବହୁତ ସୁଲଭ ମୂଲ୍ୟ ରେ ହୁଏ ବୋଲି ପାର୍ଲର ର ମାଲିକ ଗୁଲାପ ପଶାୟତ କହିଛନ୍ତି !
ପଦ୍ମପୁର ସହରରେ ଯୁବ ଗୋଷ୍ଠୀଙ୍କ ପସନ୍ଦ ପାଲଟିଛି ଗୁଲାପ ଜେଣ୍ଟସ ପାର୍ଲର !!!

