ନୃସିଂହନାଥ ଆୟୁର୍ବେଦିକ କଲେଜ ର ପୂର୍ବତନ ଛାତ୍ର ସଙ୍ଘ ତରଫରୁ ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କୁ ସମ୍ବର୍ଦ୍ଧନା !!!

Spread the love

ବରଗଡ଼ ( ଆୱାଜ ମିଡ଼ିଆ ) – କୃପାସିନ୍ଧୁ ମହାନ୍ତି : ନୃସିଂହନାଥ ଆୟୁର୍ବେଦିକ କଲେଜ ର ପୂର୍ବତନ ଛାତ୍ର ସଙ୍ଘ ତରଫରୁ ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କୁ ସମ୍ବର୍ଦ୍ଧନା ! ରାଜଜୀ ଟାଉନ ହଲ ଠାରେ ନୃସିଂହନାଥ ଆୟୁର୍ବେଦ କଲେଜ ର ପୁରାତନ ଛାତ୍ର ଡ଼ ନାରାୟଣ ପୁରୋହିତ , ଡ଼ ପ୍ରଦୀପ ଦୋରା , ଡ଼ ଯୋଗେନ୍ଦ୍ର ପ୍ରଧାନ , ଡ଼ ହର୍ଷ ପାଣିଗ୍ରହୀ , ଡ଼ ଶ୍ରୀକାନ୍ତ ପାଣିଗ୍ରାହୀ , ଡ଼ ମନୋରଞ୍ଜନ ଦେବେତା ଙ୍କ ଦ୍ୱାରା ସ୍ୱାସ୍ଥ୍ୟ ମନ୍ତୀ ମୁକେଶ ମିହାଲିଙ୍ଗ ଏବଂ ମାନ୍ୟବର ବରଗଡ ସାଂସଦ ପ୍ରଦୀପ ପୁରୋହିତ ଙ୍କୁ ପୁଷ୍ପ ଗୁଚ୍ଛ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ ଯାଇଥିଲା !

Leave a Reply

Your email address will not be published. Required fields are marked *