ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ବାଙ୍କୀ ଥାନା ଅନ୍ତର୍ଗତ କୁସପଙ୍ଗି ପଞ୍ଚାୟତ ଛକ ଠାରେ ଦୁଇ ବାଇକ୍ ମୁହାମୁହିଁ ଧକା । ଘଟଣା ସ୍ଥଳରେ ଜଣେ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ଅବସ୍ଥାରେ ବାଙ୍କୀ ମେଡିକାଲ ରେ ଚିକିତ୍ସିତ ହେଉଛନ୍ତି ।
କୁସପଙ୍ଗି ପଞ୍ଚାୟତ ଛକ ଠାରେ ଦୁଇ ବାଇକ୍ ମୁହାମୁହିଁ ଧକା !!!

