ଲଗାଣ ବର୍ଷା ଯୋଗୁ ବ୍ରିଜ ଉପରେ ପାଣି !!!

0
118

ବରଗଡ଼ ( ଆୱାଜ ମିଡ଼ିଆ ) – କୃପାସିନ୍ଧୁ ମହାନ୍ତି : ବରଗଡ ଜିଲ୍ଲା ର ପଦ୍ମପୁର ଓ ଗାଇସିଲେଟ ରାସ୍ତା ର ଦେମହlନି ବ୍ରିଜ ଉପରେ ବନ୍ୟା ପରିସ୍ଥିତି ଦେଖିବା କୁ ମିଳିଛି ! ଭୀଷଣ ବର୍ଷା ଯୋଗୁ ବ୍ରିଜ ଉପରେ ପାଖା ପାଖି ତିନି ଫୁଟ ପାଣି ଯିବା ଦ୍ୱାରl ସାଇକେଲ ଓ ମୋଟର ସାଇକେଲ ଏପରିକି ଛୋଟ ଛୋଟ ଚାରିଚକିଆ ଜାନ ବ୍ରିଜ଼ ର ଉଭୟ ପଟେ କିଛି ଘଣ୍ଟା ପାଇଁ ଅଟକି ରହିଥିଲା ! ଯାତ୍ରୀ ମାନେ ଅସୁବିଧା ର ସମ୍ମୁଖୀନ ହେଲେ ଓ ପାଣି ର ସ୍ରୋତ କମିଲା ପରେ ଯିବା ଆସିବା ଆରମ୍ଭ କରିଥିଲେ !

LEAVE A REPLY

Please enter your comment!
Please enter your name here