ଲଗାଣ ବର୍ଷା ରେ ବିଦ୍ୟାଳୟ ପରିସର ଜଳାର୍ଣ୍ଣବ !!!

Spread the love

ବରଗଡ ( ଆୱାଜ ମିଡ଼ିଆ ) – କୃପାସିନ୍ଧୁ ମହାନ୍ତି : ଲଗାଣ ବର୍ଷା ରେ ବିଦ୍ୟାଳୟ ହେଲା ଜଳବନ୍ଦୀ ! ବରଗଡ ଜିଲ୍ଲା ପଦ୍ମପୁର ବିଜ୍ଞାପିତ ଅଂଚଳ ପରିଷଦ ଅନ୍ତର୍ଗତ ଶକ୍ତି ବିହାର କପଶିଲା ୟୁ ଜି ଏମ ଇ ସ୍କୁଲ , ବାଳିକା ୟୁ ପି ସ୍କୁଲ ଠାରେ ଲଗାଣ ବର୍ଷା ଯୋଗୁ ପାଣି ନିଷ୍କାସନ ନ ହୋଇ ପାରିବାରୁ ସୃଷ୍ଟି ହୋଇଛି ଜଳବନ୍ଦୀ ପରିସ୍ଥିତି ! ଜଳବନ୍ଦୀ ଭିତରେ ଥିବା ଲୋକଙ୍କୁ ରିଲିଫ ପାଣ୍ଠି ରୁ ସହଯୋଗ କରିବା ପାଇଁ ସ୍ଥାନୀୟ କାର୍ୟନିର୍ବାହୀ ଅଧିକାରୀ ଙ୍କୁ ପରାମର୍ଶ ଦେଲେ ପଦ୍ମପୁର ବିଧାୟକ ପ୍ରାର୍ଥୀ ଗୋବର୍ଦ୍ଧନ ଭୁଏ ! ଏହି ପରିଦର୍ଶନ ରେ ତାଙ୍କ ସହ ଥିଲେ ବିଜେପି ନେତା ଡ ନାରାୟଣ ପୁରୋହିତ ଓ କାଉନସିଲର ଚିନ୍ମୟ ପଣ୍ଡା !

Leave a Reply

Your email address will not be published. Required fields are marked *