ନ୍ୟାୟ ଦାବୀରେ ପୁଲିସ ମହା ନିର୍ଦ୍ଦେଶକ ଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ନ୍ୟାୟ ଦାବୀରେ ପୁଲିସ ମହା ନିର୍ଦ୍ଦେଶକ ଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ । ଯୋଜନା ବଦ୍ଧ ହତ୍ୟାକାଣ୍ଡ କୁ ସ୍ଥାନୀୟ ପୁଲିସ ଦୁର୍ଘଟଣା କହି ଏଡାଇ ଯାଉଥିବାର ଅଭିଯୋଗ ଆଣିଛନ୍ତି ମୃତକ ଙ୍କ ପରିବାର ଲୋକେ । ଜାତୀୟ ମାନବାଧିକାର କାଉନସିଲ ର ରାଜ୍ୟ ସଭାପତି , ବହୁ ପଦାଧିକାରୀ ଆନ୍ଦୋଳନରେ ସାମିଲ ହୋଇ ତ୍ୱରିତ ପଦକ୍ଷେପ ପାଇଁ ଦାବୀ କରିଥିଲେ । ମୃତଦେହ ଉଦ୍ଧାର ହୋଇଥିବା ସ୍ଥାନ , ପାରିପାର୍ଶିକ ସ୍ଥିତି ଏବଂ ଜବତ ସାମଗ୍ରୀ ଆଧାରରେ ଘଟଣାରେ ମୃତ ଯୁବକଙ୍କ ପ୍ରେମିକା ଓ ତାଙ୍କ ସମ୍ପର୍କୀୟ ସଂପୃକ୍ତ ଥିବାର ଜଣା ଯାଉଥିଲେ ବି ରାଜନୈତିକ ଚାପରେ ତଦନ୍ତ ବାଟବଣା ହୋଇ ଥିବାର ଅଭିଯୋଗ ଆସିଛି ।

Leave a Reply

Your email address will not be published. Required fields are marked *