ଗଜପତି ରେ ବିଜେଡ଼ି ତରଫ ରୁ ଜନସମ୍ପର୍କ ପଦଯାତ୍ରା !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ରେ ବିଜେଡ଼ି ତରଫ ରୁ ଜନସମ୍ପର୍କ ପଦଯାତ୍ରା ! ଗୋଷlଣୀ ବ୍ଲକ ଲାବଣ୍ୟଗଡ଼ ଠାରୁ ବାଘଶାଳା ପର୍ଯ୍ୟନ୍ତ ପାରଳା ବିଧାୟକ ରୁପେଶ ପାଣିଗ୍ରାହୀଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଜନସଂପର୍କ ପଦଯାତ୍ରା ରେ ଗଜପତି ଜିଲ୍ଲା ବିଜେଡି ସଭାପତି ଜଗବନ୍ଧୁ ଦାସ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗାଵାରା ତିରୁପତି ରାଓ, ବିଜେଡି ରାଜ୍ୟ ସମ୍ପାଦକ ପ୍ରଦୀପ କୁମାର ନାୟକ, ବସନ୍ତ ଦାସ, ଗୋଷାଣୀ ବ୍ଲକ ଅଧ୍ୟକ୍ଷ ଏନ୍ ବୀର ରାଜୁ, ଜିଲ୍ଲା ପରିଷଦ ସଭ୍ୟ ଏସ ବାଲାରାଜୁ, ଜିଲ୍ଲା ବିଜେଡି ଯୁବ ସଭାପତି ଏସ ଲିଙ୍ଗରାଜୁ, ଜିଲ୍ଲା ବିଜେଡି ଛାତ୍ର ସଭାପତି ବିଶ୍ୱଜିତ୍ ତ୍ରୀପାଠୀ,ବରିଷ୍ଠ ବିଜେଡି ନେତା ରାମଚନ୍ଦ୍ର ରାଓ, ଏସ ଗଜପତି ରାଓ, ନିର ଭୂୟାଁ, ବିଜେଡ଼ି ଯୁବ ସଭାପତି ଏସ ଲିଙ୍ଗରାଜ, ପୌର ଅଧକ୍ଷା ନିର୍ମଳା ସେଠି କାଶୀନଗର ବ୍ଲକ ଅଧକ୍ଷା ବାଲା ସାଇଆମ୍ମା, ବ୍ଲକ ସଭାପତି ଇଶ୍ୱର ରାଓ, ବରିଷ୍ଠ ବିଜେଡି ନେତା ଗଜପତି ରାଓ ଙ୍କ ସମେତ ହଜାର ହଜାର ସଂଖ୍ୟାରେ ବିଜୁ ପ୍ରେମୀ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *