ଦେବଗଡ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଦୁର୍ଘଟଣା ପରେ ଜଳିଗଲା ଲୁହା ପଥର ବୋଝେଇ ଟ୍ରକ । ଟ୍ରକଟି ପୋଡ଼ିଯାଇ ସମ୍ପୂର୍ଣ୍ଣ ନଷ୍ଟ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର। ଦେବଗଡ଼ ବାରକୋଟର NH-୪୯ ବ୍ରାହ୍ମଣୀ ପୋଲ ଉପରେ ଘଟିଛି ଦୁର୍ଘଟଣା । ଡିଭାଇଡରରେ ପିଟି ହୋଇ ଓଲଟିଲା ଟ୍ରକ୍ , ନିଆଁ କୁ ଆୟତ୍ତ କଲେ ଅଗ୍ନିଶମ କର୍ମଚାରୀ !
ଦୁର୍ଘଟଣା ପରେ ଜଳିଗଲା ଲୁହା ପଥର ବୋଝେଇ ଟ୍ରକ !!!

