ଟୁଙ୍ଗେଇଶୁଣିରେ ମନ୍ତ୍ରୀଙ୍କ ଉପସ୍ଥିତରେ ମହାମିଶ୍ରଣ ପର୍ବ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଟୁଙ୍ଗେଇଶୁଣିରେ ମନ୍ତ୍ରୀଙ୍କ ଉପସ୍ଥିତରେ ମହାମିଶ୍ରଣ ପର୍ବ ଅନୁଷ୍ଠିତ ! ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଦାନଗଦି ବ୍ଲକ କିଆଝର ପଞ୍ଚାୟତ ଅନ୍ତର୍ଗତ ଟୁଙ୍ଗେଇଶୁଣିରେ ମନ୍ତ୍ରୀ ଡ ପ୍ରଦୀପ ବଳସାମନ୍ତଙ୍କ ଉପସ୍ଥିତରେ ବିଜେପି ପକ୍ଷରୁ ଏକ ମହାମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି ! ସାରୁଆବିଲ ଓ କମର୍ଦ୍ଦା ର 120 ଜଣ ଖଣି କର୍ମଚାରୀ ଓ ଶ୍ରମିକଙ୍କ ସହିତ 300 ରୁ ଉର୍ଦ୍ଧ ଅଞ୍ଚଳ ବାସି ଏହି ମହାମିଶ୍ରଣ ପର୍ବରେ ସାମିଲ ହୋଇ ମନ୍ତ୍ରୀଙ୍କ ହାତରୁ ବିଜେପି ଦଳୀୟ ଉତ୍ତରିୟ ଓ ଟୋପି ଗ୍ରହଣ କରିଥିଲେ । ମିଶ୍ରଣପର୍ବରେ ମନ୍ତ୍ରୀ ଓ ମୋହନ ସରକାଙ୍କ ପ୍ରତି ନିସର୍ତ୍ତ ଆନୁଗତ୍ୟ ପ୍ରକାଶ କରିଥିଲେ ।

Leave a Reply

Your email address will not be published. Required fields are marked *