ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କୁ ଆକ୍ରମଣ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କୁ ଆକ୍ରମଣ , ବଡ ଖବର ଯାହାକୁ ନେଇ ରାଜ୍ୟ ରାଜନୀତିରେ ଉଷ୍ମତା ! ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କୁ ହୋଇଛି ଆକ୍ରମଣ ! ଜିଲ୍ଲା ସ୍ତରୀୟ ଏକ ବୈଠକରେ ଯୋଗ ଦେବାକୁ ଯିବା ରାସ୍ତାରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କୁ ଆକ୍ରମଣ ! ତେବେ ଘଟଣା ସମ୍ପର୍କରେ ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ଦେଇ ସିଧାସଳଖ ବବି ଦାସ ଙ୍କୁ ଦୋଷ ଦେଇଛନ୍ତି ବିଧାୟକ ହିମାଂଶୁ ସାହୁ ! ଆକ୍ରମଣ ଘଟଣା ସମ୍ପର୍କରେ ପଚାରିବାରୁ ସ୍ପଷ୍ଟୀକରଣ ଦେଇଥିଲେ ବବି ଦାସ !

Leave a Reply

Your email address will not be published. Required fields are marked *