ଦେଶୀ ମଦ ବୋଝେଇ ପିକଅପ କୁ ମାଡ଼ି ବସିଲା ଅବକାରୀ ପୋଲିସ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ସ୍ୱରୂପ ପଟ୍ଟନାୟକ : ଦେଶୀ ମଦ ବୋଝେଇ ପିକଅପ କୁ ମାଡ଼ି ବସିଲା ଅବକାରୀ ପୋଲିସ, ଘଟଣାରେ ଦୁଇ ଜଣ ଗିରଫ ! ଫତେଗଡ ଥାନା ଅଞ୍ଚଳରୁ ଦେଶୀ ମଦ ଚାଲାଣ ସମ୍ପର୍କରେ ସୂଚନା ପାଇ ଖଣ୍ଡପଡା ଅବକାରୀ ଥାନା ଅଧିକାରୀ ଦୀପକ ଜେନା ସତର୍କ ରହିଥିଲେ ! ଫତେଗଡ ପାଖ କାଳିଗିରି ସେତୁ ପାଖରୁ ପିଣ୍ଟୁ ସେନାପତି ଏବଂ ପବିତ୍ର ଦଳେଇ ଙ୍କୁ ଗିରଫ କରାଯିବା ସହିତ ମଦ ବୋଝେଇ ପିକଅପ ଅଟକ ରଖା ଯାଇଛି !

Leave a Reply

Your email address will not be published. Required fields are marked *