ପାଇକମାଳ ( ଆୱାଜ ମିଡ଼ିଆ ) – କୃଷ୍ଣଚନ୍ଦ୍ର ସାହୁ : ବରଗଡ ଜିଲ୍ଲା ପାଇକମାଳ ଧାନ ମଣ୍ଡି ରେ ଦେଖିବାକୁ ମିଳିଛି ଚାଷୀ ଅସନ୍ତୋଷ ! ମଣ୍ଡିରେ ଟୋକନ ସମସ୍ୟା ଏବଂ ବିଭିନ୍ନ ଅନିୟମିତତା କୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପାଇକମାଳ ବ୍ଲକ ଚାଷୀ ମାନେ !
ଟୋକନ ସମସ୍ୟା କୁ ନେଇ ପାଇକମାଳ ଧାନ ମଣ୍ଡି ରେ ଚାଷୀ ଅସନ୍ତୋଷ !!!

