ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ଅଦିନିଆ ବର୍ଷାରେ ଚାଷୀକୁଳ ହତାଶ ! ଲଘୁଚାପ ଜନିତ ଅଦିନିଆ ବର୍ଷାର ପ୍ରଭାବ ଦେଖିବାକୁ ମିଳିଛି ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ! ମୁଣ୍ଡ ଝାଳ ତୁଣ୍ଡେ ମାରି ଚାଷୀ ତାର ସବୁ ଉଦ୍ୟମ ଚଳାଇ କ୍ଷେତରେ ଫସଲ ଉପୁଜାଇଥିଲା ! ଦଇବ ର ଯୋଗ ଏତେ ନିଷ୍ଠୁର , ଅଦିନିଆ ବର୍ଷା ଦ୍ୱାରା ସବୁ ଫସଲ ନଷ୍ଟ କରିଦେଲା ! ଏବେ ଚାଷୀପୁଅ ହତାଶ ହୋଇ ବସି ରହିଛି ! ତାର ଗୁହାରି ଶୁଣିବ କିଏ , ଦୁଃଖ କହିବ କାହାକୁ ! ତେବେ ଦେଖିବାକୁ ବାକିରହିଲା ସରକାର କେବେ ଚାଷୀଙ୍କ ଦୁଃଖ ବୁଝୁଛନ୍ତି !
ଲଘୁଚାପ ଜନିତ ଅଦିନିଆ ବର୍ଷାର ପ୍ରଭାବ ଦେଖିବାକୁ ମିଳିଛି ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ !!!

