ବାରିମୂଳ କୁ ବିଜେ କଲେ ମହାପ୍ରଭୁ ଅଚ୍ୟୁତ ମହାପୁରୁଷ !!!

Spread the love

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ଜଣେ ଭକ୍ତ ଙ୍କର ସ୍ୱପ୍ନରେ ଆସିଥିବା ଅଚ୍ୟୁତ ମହାପୁରୁଷ ସକାଳୁ ପହଂଚି ଯାଇଥିଲେ ଭକ୍ତଙ୍କ ଘରେ ! ସ୍ବପ୍ନ କେବେ ସତ ହେବ ବୋଲି ଭକ୍ତ ଜଣକ ଚିନ୍ତା କରିନଥିଲେ ! ରାତିପାହି ସକାଳ ହେଲା ଅଦ୍ଭୁତ ଦୃଶ୍ୟ ଦେଖିବାକୁ ପାଇଲେ ! କିଛି ଭକ୍ତ ହାତରେ ପୋଥି ଏବଂ ଫଟୋ ଚିତ୍ର ସାଙ୍ଗରେ ଧରି ସଂକୀର୍ତ୍ତନ କରି ପହଂଚିଗଲେ ଭକ୍ତଙ୍କ ଘରେ ! ଏହା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ , ରାତିରେ ଦେଖିଥିବା ସ୍ବପ୍ନ ସକାଳେ ସତ ହୋଇଗଲା ! ଦିନ ତମାମ ବଡ ଧୁମ ଧାମ ରେ ଉତ୍ସବ ପାଳନ କରାଯାଇଛି ! ଏହାକୁ ଦେଖିବା ପାଇଁ ବହୁତ ଦୂରରୁ ଭକ୍ତଙ୍କ ସମାଗମ ଲାଗି ରହିଥିଲା !

Leave a Reply

Your email address will not be published. Required fields are marked *