ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ସମୟରେ ଅଭିଯୋଗ କରିବାକୁ ଆସିଥିବା ଜନ ସାଧାରଣଙ୍କୁ ସଖୀ ୱାନ୍ୱ ଷ୍ଟପ ସେଣ୍ଟର ପକ୍ଷରୁ ବେଟି ବଚାଓ ବେଟି ପଢ଼ାଓ ଉପରେ ସଚେତନତା କରାଯାଇଥିଲା । ସଖୀ ୱାନ ଷ୍ଟପ ସେଣ୍ଟରର ପ୍ରଶାସିକା ସୁନିତା ରଥ, କେଶ ୱାର୍କର ମୋହିନୀ ପ୍ରଧାନ, ଚାଇଲଡ଼ ହେଲ୍ପଲାଇନର ଵୈଶାଳୀ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ଜନ ସାଧାରଣ ଙ୍କୁ ସଚେତନତା କରାଇଥିଲେ ।
ଦଶ ବର୍ଷ ପୂର୍ତ୍ତି ଉପଲକ୍ଷେ ବେଟି ବଚାଓ , ବେଟି ପଢ଼ାଓ ସଚେତନତା କାର୍ଯ୍ୟକ୍ରମ !!!

