ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା କାଶୀନଗର ବ୍ଲକର ଖଣ୍ଡବା ଗ୍ରାମପଞ୍ଚୟତର ଖଣ୍ଡବା ସମବାୟ ସମିତିର ଚାଷୀମାନେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ମଣ୍ଡିରୁ ଧାନ ଉଠାଇବା ସକାଶେ ଲିଖିତ ଆକାରରେ ଜଣ।ଇଛନ୍ତି । ତାଙ୍କର 12 ହଜାର କ୍ୟୁଣ୍ଟାଲ ଧାନ ଉଠାଯାଇଛି । ତିନି ହଜାର କ୍ୟୁଣ୍ଟାଲ ଧାନ ଉଠା ଯାଇନାହିଁ , ତେଣୁ ତୁରନ୍ତ ଚାଷୀ ଙ୍କ ଧାନ କ୍ରୟ କରିବା ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇ ଥିବା ଖଣ୍ଡବା ସମିତି ମେମ୍ବର ଜଗନ୍ନାଥ ଦୋରା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଜିଲ୍ଲାପାଳ ସମସ୍ତ ଧାନ ଉଠାଯିବ ବୋଲି ପ୍ରତିଶ୍ରୁତି ଦେଇ ଥିବା ଜଗନ୍ନାଥ ଦୋରା ପ୍ରକାଶ କରିଛନ୍ତି !
ଧାନ ମଣ୍ଡିରେ ଉଠାଇବା ପାଇଁ ଚାଷୀ ମାନେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ !!!

