ଶ୍ରୀ ଜଗନ୍ନାଥ ଚ୍ୟାରିଟେବଲ ଟ୍ରଷ୍ଟ ର ପ୍ରଥମ ବାର୍ଷିକ ଉତ୍ସବ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଶ୍ରୀ ଜଗନ୍ନାଥ ଚ୍ୟାରିଟେବଲ ଟ୍ରଷ୍ଟ ର ପ୍ରଥମ ବାର୍ଷିକ ଉତ୍ସବ ଆୟୋଜିତ ! ଇଷ୍ଟ କୋଷ୍ଟ ରେଲୱେ ଇନଷ୍ଟିଚ୍ୟୁଟ ପ୍ରେକ୍ଷାଳୟରେ ଆୟୋଜିତ ଏହି ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତି ଅତିଥି ରୂପେ ମଞ୍ଚ ମଣ୍ଡନ କରିଥିଲେ ! ରାଜ୍ୟର ପାଖାପାଖି କୋଡିଏ ରୁ ଅଧିକ ଜିଲ୍ଲାରୁ ବିଭିନ୍ନ ସାମାଜିକ ସଂଗଠନର କର୍ମକର୍ତ୍ତା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ! ଶ୍ରୀ ଜଗନ୍ନାଥ ଚ୍ୟାରିଟେବଲ ଟ୍ରଷ୍ଟ ର ସଭାପତି ଦେବାଶିଷ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମରେ ଦୁଇ ଶହ ରୁ ଅଧିକ ସାମାଜିକ କର୍ମୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା !

Leave a Reply

Your email address will not be published. Required fields are marked *