ବିଜୁ ଜନତା ଦଳ ସାଙ୍ଗଠନିକ କାର୍ଯ୍ୟକ୍ରମ !!!

Spread the love

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : କେନ୍ଦ୍ରାପଡା ଜିଲ୍ଲା ଡେରାବିଶ୍ ବ୍ଲକ ଅନ୍ତର୍ଗତ ବେଣୀପୁର ଠାରେ ବିଜୁ ଜନତା ଦଳ ସାଙ୍ଗଠନିକ କାର୍ଯ୍ୟକ୍ରମ ! ସ୍ଥାନୀୟ ବିଜୁ ଜନତା ଦଳର ସ୍ଥାନୀୟ କର୍ମକର୍ତ୍ତାଙ୍କ ଦ୍ଵାରା ବିଜୁବାବୁଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା I ନିର୍ବାଚନ ମଣ୍ଡଳୀର ବହୁ ସଂଖ୍ୟାରେ ବିଜେଡି କର୍ମୀ ମାନେ ସାମିଲ ହୋଇ ବିଜୁବାବୁଙ୍କ ଫଟୋଚିତ୍ରରେ ମଧ୍ୟ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ବିଭିନ୍ନ ବ୍ଲକରୁ ଆସିଥିବା ବିଜେଡି ନେତୃମଣ୍ଡଳୀ ବିଜୁ ପଟ୍ଟନାୟକଙ୍କ ସ୍ମୃତିଚାରଣ କରିବା ସହ ତାଙ୍କ ନାମରେ ନାମିତ ବିଜୁ ଜନତା ଦଳର ଜନହିତକାରି ଯୋଜନା ସମ୍ବନ୍ଧରେ ଲୋକଙ୍କୁ ଅବଗତ କରାଇଥିଲେ । ଆଗାମୀ ପଞ୍ଚାୟତ ନିର୍ବାଚନ ସମୟରେ ଦଳକୁ ସଫଳତା ଦିଆଇବା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି !

Leave a Reply

Your email address will not be published. Required fields are marked *