ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ସନ୍ତୋଷ କୁମାର ମହାପାତ୍ର : ସାମ୍ବାଦିକ ଙ୍କୁ ଦୁର୍ବ୍ୟବହାର କଲେ ହିନ୍ଦୋଳ ବିଡ଼ିଓ କଲ୍ୟାଣ ସୌରଭ ଦାସ ! ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ପଞ୍ଚାୟତ ସମିତି ବୈଠକ କୁ ଡାକି କିଛି ସମୟ ପରେ ବାହାରକୁ ଯିବାକୁ କହିଲେ ବିଡ଼ିଓ ! ଏହି ବୈଠକରେ ସାଂସଦ ରୁଦ୍ର ନାରାୟଣ ପାଣି ଓ ବିଧାୟିକା ସୀମାରାଣୀ ନାୟକ ଉପସ୍ଥିତ ଥିଲେ l ହିନ୍ଦୋଳ ବିଡ଼ିଓ କଲ୍ୟାଣ ସୌରଭ ଦାସ ଙ୍କ ଏପରି ବ୍ୟବହାର ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ସାମ୍ବାଦିକ l ଯଦି ବୈଠକରେ ଗଣମାଧ୍ୟମର ଆବଶ୍ୟକତା ନାହିଁ , ତେବେ କାହିଁକି ଡାକିଥିଲେ ବୋଲି କରିଛନ୍ତି ପ୍ରଶ୍ନ !
ସାମ୍ବାଦିକ ମାନଙ୍କୁ ଦୁର୍ବ୍ୟବହାର କଲେ ହିନ୍ଦୋଳ ବିଡ଼ିଓ କଲ୍ୟାଣ ସୌରଭ ଦାସ !!!

