ସ୍ମୃତିରେ ସରୋଜ …. ଜଣେ ବ୍ୟକ୍ତିତ୍ୱ ନୁହେଁ ଏକ ଅନୁଷ୍ଠାନ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : ଉଚ୍ଚତା ତାଙ୍କର ୬ ଫୁଟ ୨ଇଞ୍ଚ .. ଉଚ୍ଚତା ଯେଭଳି ସେହିଭଳି ବଳିଷ୍ଠ ଶରୀର ମଧ୍ୟ .. ଯଦି ସ୍ଵଭାବକୁ ବଖାଣିବା କଥା କୁହାଯାଏ ତେବେ ଶବ୍ଦ କମ ପଡିବ । ସେଥିପାଇଁ ତାଙ୍କ ଦେହନ୍ତ ରେ ସମଗ୍ର ଅଞ୍ଚଳ ବର୍ତ୍ତମାନ ଶୋକାକୁଳ .. ସେ ଆଉ କେହି ନୁହଁନ୍ତି କଟକ ସହରର ସୁପରିଚିତ ବ୍ୟକ୍ତିତ୍ୱ ସରୋଜ ଛୋଟରାୟ .. ରାଜନେତାଙ୍କ ଠାରୁ ଆରମ୍ଭ କରି ସମାଜସେବୀ , ଆଇନଜୀବୀ ବା ସରକାରୀ ଅଧିକାରୀ ସଭିଙ୍କ ପ୍ରିୟ ଥିଲେ ସରୋଜ .. ସମାଜସେବା ହେଉ ବା ପରୋପକାର ସବୁଥିରେ ସଦାସର୍ବଦା ଆଗେଇ ଆସନ୍ତି .. ସ୍ଥାନୀୟ ଅଞ୍ଚଳ ପାଇଁ ତାଙ୍କ ଅବଦାନ ଅତୁଳନୀୟ .. ତାଙ୍କର ଏଭଳି ସେବା ଓ ତ୍ୟାଗ ମନୋଭାବ ପାଇଁ ଆଜି ସରୋଜଙ୍କୁ ପ୍ରିୟ ପରିଜନ ଝୁରିବା ସହ କଟକ ପାଇଁ ଏକ ଅପୁରଣୀୟ କ୍ଷତି ବୋଲି କୁହାଯାଉଛି ! 

Leave a Reply

Your email address will not be published. Required fields are marked *