ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି କଲେ ଓଡ଼ିଶା ହୋମ ଗାର୍ଡ ସଂଘର ସଭାପତି ରଞ୍ଜନ କୁମାର ମଲ୍ଲିକ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ବିଭିନ୍ନ ଦାବି ପୁରଣ ଦାବି ପୁରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି କଲେ ଓଡ଼ିଶା ହୋମ ଗାର୍ଡ ସଂଘର ସଭାପତି ରଞ୍ଜନ କୁମାର ମଲ୍ଲିକ ! ଗୃହରକ୍ଷୀ ଭାବରେ କାର୍ଯ୍ୟରତ କର୍ମଚାରୀ ମାନଙ୍କର ବିଭିନ୍ନ ଦାବି ପୁରଣ ଦାବିରେ ସୁକିନ୍ଦାଗଡ ଜଗନ୍ନାଥ ମନ୍ଦିର ପରିସରରେ ଗଣମାଧ୍ୟମରେ ପ୍ରତିକ୍ରିୟା ପ୍ରକାଶ କଲେ ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘ ର ସଭାପତି ରଞ୍ଜନ କୁମାର ମଲ୍ଲିକ ।

Leave a Reply

Your email address will not be published. Required fields are marked *