ମୁଣ୍ଡଳୀ ବ୍ରିଜ ଉପରେ ଗାଡି ଥୋଇ ମହାନଦୀ କୁ ଡେଇଁ ଆତ୍ମହତ୍ୟା ଉଦ୍ୟମ !!!

Spread the love

କଟକ ( ଆୱାଜ ମିଡ଼ିଆ ) ପ୍ରଦୀପ ରାଜ : ମୁଣ୍ଡଳୀ ବ୍ରିଜ ଉପରେ ଗାଡି ଥୋଇ ମହାନଦୀ କୁ ଡେଇଁ ଆତ୍ମହତ୍ୟା ଉଦ୍ୟମ । ଓଡ୍ରାଫ ଟିମ୍ ସହିତ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ନଦୀ ଭିତରକୁ ଯାଇ ଉଦ୍ଧାର ପାଇଁଁ ଆରମ୍ଭ କରିଛନ୍ତି ପ୍ରୟାସ ।

Leave a Reply

Your email address will not be published. Required fields are marked *