ଓଡିଶା ବନ୍ଦ ଡ଼ାକରାରେ ରାୟଗଡା ରେ ଜୋରଦାର ପ୍ରଭାବ !!!

Spread the love

ରାୟଗଡା ( ଆୱାଜ ମିଡ଼ିଆ ) – ଆଲୋକ ମହାରଣା : ଓଡିଶା ବନ୍ଦ ଡ଼ାକରାରେ ରାୟଗଡା ରେ ଜୋରଦାର ପ୍ରଭାବ ! ସୌମ୍ୟଶ୍ରୀ ଙ୍କ ପରିବାର ଙ୍କୁ ନ୍ୟାୟ ପ୍ରଦାନ ସହ ଏ ଘଟଣା ର ନ୍ୟାୟିକ ତଦନ୍ତ ବ୍ୟବସ୍ଥା ପାଇଁ ରାଜ୍ୟ କଂଗ୍ରେସ ର ଆହ୍ୱାନ କ୍ରମେ ରାୟଗଡା ଜିଲ୍ଲା କଂଗ୍ରେସ ବାର ଘଣ୍ଟିଆ ଜିଲ୍ଲା ବନ୍ଦ ଡାକରା ସଫଳ ହୋଇଛି ! ଜିଲ୍ଲା କଂଗ୍ରେସ ର ବରିଷ୍ଠ କର୍ମକର୍ତ୍ତା ଙ୍କ ସହିତ ଯୁବ ଛାତ୍ର ମହିଳା ସଂଗଠନର ସଦସ୍ୟ ଉପସ୍ଥିତ ରହି ବନ୍ଦ ଡାକରା କୁ ସଫଳ କରିଥିଲେ ! ପ୍ରାୟତଃ ଦୋକାନ ବଜାର ବନ୍ଦ ରହିଥିବା ସମୟରେ ଗାଡି ମଟର ଚଳାଚଳ ଠପ ହୋଇ ଯାଇଥିଲା !

Leave a Reply

Your email address will not be published. Required fields are marked *